ଆରପାରିରେ ସିପିଆଇ ନେତା ଦିବାକର ନାୟକ
ଭୁବନେଶ୍ୱର// TATKAL ODISHA//
ସିପିଆଇର ସ୍ଥିତପ୍ରଜ୍ଞ ବରିଷ୍ଠ ନେତା ଦିବାକର ନାୟକଙ୍କର ଆଉ ଇହ ଜଗତରେ ନାହାନ୍ତି I ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା।
ଅଭିଭକ୍ତ ବାଲେଶ୍ୱର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ସ୍ବର୍ଗତ ନାୟକ କିଛି ମାସ ହେଲା ଅସୁସ୍ଥ ଥିଲେ I

ଶନିବାର ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି I ଭୁବନେଶ୍ବରରେ ଥିବା ସିପିଆଇ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ଭଗବତୀ ଭବନରେ ଶେଷ ନିଶ୍ୱାସ ସୂତ୍ରରୁ ଜଣାପଡ଼ିଛି।