ଆରପାରିରେ ପୂର୍ବତନ ବିଧାୟକ ଉମେଶ ସ୍ୱାଇଁ

0

* ମୁଖ୍ୟମନ୍ତ୍ରୀଙ୍କ ଶୋକ

ଉମେଶ ସ୍ୱାଇଁ 

ଭୁବନେଶ୍ୱର//TATKAL ODISHA//:

ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କର ହୃଦଘାତରେ ଦେହାନ୍ତ ହୋଇଛି I ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । 

   ସ୍ବର୍ଗତ ସ୍ୱାଇଁ ୧୯୭୭ ଓ ୧୯୯୦ରେ   ଜନତା ଦଳ ଟିକେଟରେ ବିଧାୟକ ହୋଇଥିଲେ। ପରେ କଂଗ୍ରେସ ଟିକେଟରୁ  ୨୦୦୦ରୁ ଲଗାତାର ଦୁଇଥର ବିଧାନସଭାକୁ ନିର୍ବାଚତ ହୋଇଥିଲେ I ସ୍ୱାଇଁଙ୍କ ବିୟୋଗରେ କେବଳ ବାଲିକୁଦା ନୁହେଁ ସମଗ୍ର ଓଡ଼ିଶାରେ  ଶୋକର  ଛାୟା ଖେଳିଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି I

Leave A Reply

Your email address will not be published.