ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ

0

ଭୁବନେଶ୍ୱର,//TATKAL ODISHA//

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ।

ଲୋକସେବା ଭବନରେ ବସୁଥିବା ଏହି ବୈଠକରେ କିଛି ବଡ଼ ନିଷ୍ପତ୍ତି ନିଆଯିବ। ୧୨ ପ୍ରସ୍ତାବରେ ମୋହର ଲାଗିବାର ସମ୍ଭାବନା ରହିଛି ।

ଏଥିରେ ମହିଳା ଓ ଶିଶୁ ବିକାଶ, ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ, ଗୃହ, ଗ୍ରାମ୍ୟ ଉନ୍ନୟନ, ଅନୁସୂଚିତ ଜାତି ଓ ଜନଜାତି ଓ ସ୍ଵାସ୍ଥ୍ୟ ବିଭାଗ ଭଳି କିଛି ଗୁରୁତ୍ଵପୂର୍ଣ୍ଣ ବିଭାଗର ପ୍ରସ୍ତାବ ଥିବା କୁହାଯାଉଛି ।

Leave A Reply

Your email address will not be published.