ରାଜଧାନୀରେ ଆଉ ଜଣେ ଛାତ୍ରୀ ନିଖୋଜ

0
  • ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଘଟଣା
  • ଭୁବନେଶ୍ୱର//TATKAL ODISHA//

ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ପ୍ରସଙ୍ଗ ସାରାରାଜ୍ୟରେ ହଇଚଇ ସୃଷ୍ଟି କରିଥିବାବେଳେ ଆଉ ଜଣେ ଛାତ୍ରୀ ନିଖୋଜ ଥିବା ଅଭିଯୋଗ ହୋଇଛି I

ସେଇ ନିଖୋଜ ଛାତ୍ରୀ ଜଣକ ଭୁବନେଶ୍ୱରସ୍ଥ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଛାତ୍ରୀ I ସେ ଯୁକ୍ତ 3ର ଶେଷବର୍ଷ ଛାତ୍ରୀ I

ତାଙ୍କ ନାଁ ମଧ୍ୟ କଲେଜକୁ ଲିଖିତ ଭାବେ ଜଣାଇଦିଆଯାଇଛି ବୋଲି ଜଣାପଡ଼ିଛି I

ଏନେଇ ନିଖୋଜ ଛାତ୍ରୀର ବାପା ମାଆ ଅଭିଯୋଗ କରିଛନ୍ତି I

Leave A Reply

Your email address will not be published.