ଆଇଏଏସ ଅଦଳବଦଳ : କେ ସୁଦର୍ଶନ ଯୋଗାଣ ନିଗମ ସିଏମଡି

0

ଭୁବନେଶ୍ୱର//TATKAL ODISHA//

ଆଇଏଏସ୍ ଅଧିକାରୀ ସ୍ତରରେ ଛୋଟ ଧରଣର ଅଦଳ ବଦଳ ହୋଇଛି I

ବୈଷୟିକ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶକ ଥିବା ୨୦୧୧ ବ୍ୟାଚର ଆଇଏଏସ ସମର୍ଥ ବର୍ମା ଲଘୁ ଖଣିଜ ଦ୍ରବ୍ୟ ନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱ ମିଳିଥିବାବେଳେ ଡିଟିଇଟି ନିର୍ଦ୍ଦେଶକ ଭାବେ ମଧ୍ଯ କାର୍ଯ୍ୟ ସମ୍ପାଦନ କରିବେ ।

ବରିଷ୍ଠ ଆଇଏଏସ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଓଡ଼ିଶା ରାଜ୍ୟ ନାଗରିକ ଯୋଗାଣ ନିଗମ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଭାବରେ ନୂଆ ନିଯୁକ୍ତ ପାଇଛନ୍ତି । ଉକ୍ତ ପଦବୀରେ ଥିବା ୨୦୧୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଶୁଭମ୍ ସକ୍ସେନା ଓଡ଼ିଶାରେ କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଭାବରେ ଅବସ୍ଥାପିତ କରାଯାଇଛି ।

Leave A Reply

Your email address will not be published.