ଅମର ଆହତ

0

ଭୁବନେଶ୍ୱର //ତତ୍କାଳ ଓଡିଶା//

ପୂର୍ବତନ ମନ୍ତ୍ରୀ ତଥା ଶାସକ ଦଳ ବିଧାୟକ ଅମର ପ୍ରସାଦ ଶତପଥୀ ଆହତ ହୋଇଛନ୍ତି । ତାଙ୍କ ବାମ ଗୋଡ଼ ମଚକି ଯାଇଛି I ଡାକ୍ତର ତାଙ୍କର ଗୋଡ଼କୁ ପ୍ଳାଷ୍ଟର କରିଛନ୍ତି I ଏବେ ସେ ଭୁବନେଶ୍ୱର ବାସଭବନରେ ଅଛନ୍ତି I

‘ତତ୍କାଳ ଓଡିଶା’କୁ ଶ୍ରୀ ଶତପଥୀ କହିଥିଲେ, ଭୁବନେଶ୍ୱର ସ୍ଥିତ ରିଜିଓନାଲ ପାର୍କରେ ଚାଲୁ ଥିବା ବେଳେ ଅନ୍ୟମନସ୍କ ଭାବେ ମୋ ଗୋଡ ଏକ ଗାତରେ ପଡିଯାଇଥିଲା । ସେଠାରୁ ମୋତେ ନେଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବାମ ଗୋଡରେ ଆଘାତ ଲାଗିଛି । ଏବେ ଚିକିତ୍ସା ଘରେ ହେଉଛି I

Leave A Reply

Your email address will not be published.