ହାତୀ ଛୁଆ ଉଦ୍ଧାର କରୁ କରୁ ବନ୍ୟା ସୁଅରେ 5 ଭାସିଗଲେ

*  ସାମ୍ବାଦିକ ଗୁରୁତ୍ତର, 3 ନିଖୋଜ    * କଟକ//TATKAL ODISHA// ବର୍ଷା ସୁଅରେ ଭୁବନେଶ୍ୱରରେ ଜଣେ ବାଳକ ଭାସି ଯାଇ ପ୍ରାଣ ହରାଇବା ଦୁଃଖ ମନରୁ ଅପସରି ଯାଇ ନ ଥିଲାବେଳେ କଟକରେ ଆଉ ଏକ ବଡ଼ ଅଘଟଣ ଘଟିଛି I  ମହାନଦୀ ବନ୍ୟା ସୁଅରେ ସାମ୍ବାଦିକଙ୍କ ସହ ୫ଜଣ ଭାସି ଯାଇଛନ୍ତି I     ମିଳିଥିବା ସୂଚନାନୁସାରେ ମହାନଦୀର ମୁଣ୍ଡୁଳି ବ୍ରିଜ ନିକଟରେ ଫସି ରହିଥିଲା ଏକ ହାତୀଛୁଆ I ହାତୀକୁ ଉଦ୍ଧାର କରିବାକୁ ଏନଡିଆରଏଫ ଟିମ … Continue reading ହାତୀ ଛୁଆ ଉଦ୍ଧାର କରୁ କରୁ ବନ୍ୟା ସୁଅରେ 5 ଭାସିଗଲେ