ହାଇଦ୍ରାବାଦକୁ ‘ଏୟାର ଲିଫ୍ଟ’ ହେଲେ ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ହାଇଦ୍ରାବାଦ,ଭୁବନେଶ୍ବର//TATKAL ODISHA//EXCLUSIVE// ପୂର୍ବତନ ମନ୍ତ୍ରୀ ତଥା ଏବର ଘସିପୁରାର ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର ହାଇଦ୍ରାବାଦକୁ ଏଆର ଲିଫ୍ଟ ହୋଇଛନ୍ତି I ସେଠାରେ AIGHରେ ଭର୍ତ୍ତି ହୋଇଛନ୍ତି I ମିଳିଥିବା ସୂଚନାନୁସାରେ ଶ୍ରୀ ପାତ୍ର ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ଯାହାଥିଲେ I ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା I ତାଙ୍କୁ ଅଧିକ ଚିକିତ୍ସା ପାଇଁ … Continue reading ହାଇଦ୍ରାବାଦକୁ ‘ଏୟାର ଲିଫ୍ଟ’ ହେଲେ ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର