ହାଇଦ୍ରାବାଦକୁ ‘ଏୟାର ଲିଫ୍ଟ’ ହେଲେ ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର
- ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ
ହାଇଦ୍ରାବାଦ,ଭୁବନେଶ୍ବର//TATKAL ODISHA//EXCLUSIVE//
ପୂର୍ବତନ ମନ୍ତ୍ରୀ ତଥା ଏବର ଘସିପୁରାର ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର ହାଇଦ୍ରାବାଦକୁ ଏଆର ଲିଫ୍ଟ ହୋଇଛନ୍ତି I ସେଠାରେ AIGHରେ ଭର୍ତ୍ତି ହୋଇଛନ୍ତି I
ମିଳିଥିବା ସୂଚନାନୁସାରେ ଶ୍ରୀ ପାତ୍ର ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ଯାହାଥିଲେ I
ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା I
ତାଙ୍କୁ ଅଧିକ ଚିକିତ୍ସା ପାଇଁ ଏୟାର ଲିଫ୍ଟ ଯୋଗେ ହାଇଦ୍ରାଵାଦ କରାଯାଇଛି I ବଦ୍ରି ବାବୁଙ୍କ ସହ ଧର୍ମ ପତ୍ନୀ ଓ ପାଞ୍ଚ ପୁଅ ଯାଇଥିବା ଜଣାପଡ଼ିଛି I
- ଦେଖନ୍ତୁ TATKAL ODISHAର ପୂର୍ଵ ରିପୋର୍ଟ..
ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର ଅସୁସ୍ଥ, ଘରୋଇ ହସ୍ପିଟାଲରେ ଭର୍ତ୍ତି
ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର ଅସୁସ୍ଥ, ଘରୋଇ ହସ୍ପିଟାଲରେ ଭର୍ତ୍ତି