ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ସୌମ୍ୟଙ୍କ ଚତୁର୍ମୁଖୀ ‘ଆଟାକ’??

– ପୁଣି ସମ୍ପାଦକୀୟ : କାହିଁକି ଚିହିଁକୁଛନ୍ତି? କିଛି ଲୋକଙ୍କ ପ୍ରଶ୍ନ?? TATKAL ODHISHA//ANALYSIS// “ଭାବମୂର୍ତ୍ତିକୁ ମଳିନ କରୁଥିବା ତଥାକଥିତ ପ୍ରଭାବଶାଳୀ ନେତୃବୃନ୍ଦଙ୍କ କବଳରୁ ପାର୍ଟିକୁ ମୁକ୍ତ କରିହେବ। ଆମ ବିଚାରରେ ପାର୍ଟି ବଡ଼ ନା ମାଟି ବଡ଼ ଆଦୌ ଏକ ବିବାଦୀୟ ପ୍ରସଙ୍ଗ କି ପ୍ରଶ୍ନ ନୁହେଁ। ମାଟିର ସ୍ବାର୍ଥ ସର୍ବୋପରି।”  ସପ୍ତାହେ ଅନ୍ତରରେ ବିଜେଡି ବିଧାୟକ ତଥା ସମ୍ବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଲେଖିଛନ୍ତି  ଦୁଇଟି ‘ସମ୍ପାଦକୀୟ’ I ଏଥର ‘ଆମ ଘର … Continue reading ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ସୌମ୍ୟଙ୍କ ଚତୁର୍ମୁଖୀ ‘ଆଟାକ’??