ଶୋଭନୀୟ ସମାଜ ପାଇଁ ଜରୁରୀ-‘ସୃଷ୍ଟି, ଶିକ୍ଷା ଓ ମାନବିକତା’

ଉଦୟଗିରିରେ ଆନ୍ତର୍ଜାତିକ ଶୋଭନୀୟ ଉତ୍ସବ-2023 ଉଦୟଗିରି//TATKAL ODISHA// ସୃଷ୍ଟି, ଶିକ୍ଷା ଓ ମାନବିକତା I ଜୀବନରେ ଏଇ ତିନୋଟି ମାର୍ଗ ଶୋଭନୀୟ ସମାଜ ପାଇଁ ଅନିବାର୍ଯ୍ୟ I ପୂଜ୍ୟଶ୍ରୀ କୁମାର ଭାଇ ବହୁ ବର୍ଷ ପୂର୍ବରୁ ଏହାକୁ ଅନୁଭବ କରି ‘ଯୁଗଶ୍ରଷ୍ଟା ଶୋଭନୀୟ ଶିକ୍ଷାଶ୍ରମ’ ଆରମ୍ଭ କରିଥିଲେ I ତାହା ଆଜି ଆନ୍ଦୋଳନରେ ପରିଣତ ହୋଇଛି I ଏହା କହିଛନ୍ତି ଭାରତର ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ତଥା ଅଲ ଇଣ୍ଡିଆ ଅପଥ ସୋସାଇଟିର ପୂର୍ବତନ ସଭାପତି ଡାକ୍ତର … Continue reading ଶୋଭନୀୟ ସମାଜ ପାଇଁ ଜରୁରୀ-‘ସୃଷ୍ଟି, ଶିକ୍ଷା ଓ ମାନବିକତା’