ସାମ୍ବାଦିକ, କ୍ୟାମେରାମ୍ୟାନଙ୍କୁ ସ୍କୁଲ ପ୍ରବେଶ ମନା

ପ୍ରକାଶିତ ଵିଜ୍ଞପ୍ତି ନେଇ ବିବାଦ ଭୁବନେଶ୍ୱର,//TATKAL ODISHA// ପ୍ରଥମେ ଲୋକସେବା ଭବନ, ପରେ ଜିଲ୍ଲା କାର୍ଯ୍ୟାଳୟ ଓ ଏବେସ୍କୁଲ ପ୍ରବେଶକୁ ବାରଣ I ବିନାନୁମତିରେ ଗଣମାଧ୍ୟମ ପ୍ରତିନିଧି ଓ କ୍ୟାମେରାମ୍ୟାନ ପ୍ରବେଶ କଲେ ପୋଲିସ ଦ୍ୱାରା ଗିରଫ ହେବେ I ଏପରିକି ସ୍କୁଲ ହେଡମାଷ୍ଟର ଏହାର ଉଲ୍ଲଘଂନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I  ରାଜ୍ୟ  ଗଣଶିକ୍ଷା ବିଭାଗ ଏଭଳି  ବିଜ୍ଞପ୍ତି ପ୍ରକାଶ କରିଛି I ଏହି ନିର୍ଦେଶନାମା ଆଧାରରେ  ସବୁ  ବିଇଓ  ସବୁ ସ୍କୁଲ ହେଡମାଷ୍ଟରକୁ ଚିଠି … Continue reading ସାମ୍ବାଦିକ, କ୍ୟାମେରାମ୍ୟାନଙ୍କୁ ସ୍କୁଲ ପ୍ରବେଶ ମନା