ଶାନ୍ତିଲତା ବସ ଦୁର୍ଘଟଣାଗସ୍ତ, ବହୁ ଯାତ୍ରୀ ଆହତ

ବିଦୁ ନିକଟରେ ଦୁର୍ଘଟଣା ନଇଁଯୋଡିକୁ ଖସିପଡିଲା 1 ଶିଶୁ ସହ 10 ମୃତ,30 ଆହତ ବାଲେଶ୍ୱର, ସୋର//TATKAL ODISHA// ଉଦଳାରୁ ଭୁବନେଶ୍ୱର ଯାଉଥିବା ଶାନ୍ତିଲତା ବସ ବିଦୁ ଛକ ଠାରେ ଦୁର୍ଘଟଣା ଗସ୍ତ ହୋଇଛି I ଏଥିଯୋଗୁଁ ଏକ ଶିଶୁ ସମେତ 10 ଜଣ ମୃତ୍ୟୁ ବରଣ କରିଥିବା ବେଳେ 30 ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି I ଓଭର ଟେକ କରୁଥିବା ବେଳେ ଟ୍ରକ ସହ ସିଧାସଳଖ ଟକ୍କର ହୋଇଛି ବସ ପ୍ରାରମ୍ଭିକ ସୂଚନା ଅନୁସାରେ … Continue reading ଶାନ୍ତିଲତା ବସ ଦୁର୍ଘଟଣାଗସ୍ତ, ବହୁ ଯାତ୍ରୀ ଆହତ