ଶାନ୍ତିଲତା ବସ ଦୁର୍ଘଟଣାଗସ୍ତ, ବହୁ ଯାତ୍ରୀ ଆହତ

0
  • ବିଦୁ ନିକଟରେ ଦୁର୍ଘଟଣା
  • ନଇଁଯୋଡିକୁ ଖସିପଡିଲା
  • 1 ଶିଶୁ ସହ 10 ମୃତ,30 ଆହତ
  • ବାଲେଶ୍ୱର, ସୋର//TATKAL ODISHA//

ଉଦଳାରୁ ଭୁବନେଶ୍ୱର ଯାଉଥିବା ଶାନ୍ତିଲତା ବସ ବିଦୁ ଛକ ଠାରେ ଦୁର୍ଘଟଣା ଗସ୍ତ ହୋଇଛି I

ଏଥିଯୋଗୁଁ ଏକ ଶିଶୁ ସମେତ 10 ଜଣ ମୃତ୍ୟୁ ବରଣ କରିଥିବା ବେଳେ 30 ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି I

ଦୁର୍ଘଟଣାଗସ୍ତ ବସ //12.25 Pm

ଓଭର ଟେକ କରୁଥିବା ବେଳେ ଟ୍ରକ ସହ ସିଧାସଳଖ ଟକ୍କର ହୋଇଛି ବସ

ପ୍ରାରମ୍ଭିକ ସୂଚନା ଅନୁସାରେ ବସରେ ପ୍ରାୟ 40ରୁ ଅଧିକ ଯାତ୍ରୀ ଥିଲେ I ସେଥିରୁ 8ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି I ଦୁଇ ଜଣ ମୃତ୍ୟୁ ସହ ସଂଗ୍ରାମ କରୁଥିବା କୁହାଯାଉଛି I

ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକେ ସହଯୋଗ କରୁଛନ୍ତି I

Leave A Reply

Your email address will not be published.