ଲତା ଦିଦିଙ୍କୁ କରୋନା: ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ//TATKAL ODISHA// ରିପୋର୍ଟ //କଳାକୃଷ୍ଣ ମହାରଣା //  କୋକିଳ କଣ୍ଠି,ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ କରୋନା I ତାଙ୍କ ରକ୍ତ ଓ ସ୍ୱାବ ପରୀକ୍ଷା ପରେ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି । TATKAL ODISHA ମୁମ୍ବାଇ ବ୍ୟୁରୋର ରିପୋର୍ଟ ଅନୁସାରେ   ଲତା ଦିଦି ସଂକ୍ରମିତ କଥା ଜଣା ପଡ଼ିବା ପରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି I    ଦିଦି ଏବେ ଉକ୍ତ ହସ୍ପିଟାଲରେ ଆଇସିୟୁରେ  ଚିକିତ୍ସାଧୀନ ଅଛନ୍ତି I   … Continue reading ଲତା ଦିଦିଙ୍କୁ କରୋନା: ଡାକ୍ତରଖାନାରେ ଭର୍ତ୍ତି