ସସ୍ମିତ,ଅମାତ,ମାନସଙ୍କୁ ରାଜ୍ୟସଭା ମୁକୁଟ ?

ଭୁବନେଶ୍ୱର,//TATKAL ODISHA//EXCLUSIVE//  ଚାରି ରାଜ୍ୟସଭା ଆସନ ଏବେ ଖାଲି । ଜୁନ୍ ୧୦ ଓ ଜୁନ ୧୩ରେ ହେବ ନିର୍ବାଚନ । ହେଲେ ତିନୋଟି ଆସନ ହାତେଇବାକୁ ଶାସକ ବିଜେଡି ପାଇଁ କିଛି ସମସ୍ୟା ନାହିଁ । ବାକି ଗୋଟିଏ ଆସନ ପାଇଁ ଶାସକ ଦଳ ଲଢ଼େଇ କରିବାକୁ ପଡ଼ିବ । ବହୁ ଆଶାୟୀ ନେତା ଲବି ଆରମ୍ଭ କରିଦେଇଥିଲେ ହେଁ ଚର୍ଚ୍ଚାର ସର୍ବାଗ୍ରେ ତିନି ନେତାଙ୍କ ନାମ ରହିଛି । ସେମାନେ ହେଉଛନ୍ତି… ଡ. ସସ୍ମିତ … Continue reading ସସ୍ମିତ,ଅମାତ,ମାନସଙ୍କୁ ରାଜ୍ୟସଭା ମୁକୁଟ ?