ଯୁକ୍ରେନ ଯୁଦ୍ଧରୁ ଉଚିତ ‘ଶିକ୍ଷା’

TATKAL ODISHA//ତୀର୍ଯ୍ୟକ// କେବଳ 72 ଘଣ୍ଟା ଭିତରେ ହିଁ ରୁଷର ୟୁକ୍ରେନ୍ ଉପରେ ଏକପ୍ରକାର କବ୍ଜାକୁ ନେଇ ଆମେ ଏଥିରୁ ଶିଖିଲୁ କଣ? ଦେଖିବାକୁ ଗଲେ ୟୁକ୍ରେନରେ ଭଲ ଭଲ ବିଶ୍ୱସ୍ତରୀୟ ମେଡିକାଲ କଲେଜ ଅଛି। ଚକାଚୌନ୍ଦ୍ ଭରା ଚଉଡ଼ା ଚଉଡ଼ା ସଡ଼କ, ବଡ଼ ବଡ଼ ୟୁନିଭରସିଟି ବି ଅଛି। ଅର୍ଥାତ୍ ଭଲ ଶିକ୍ଷା ସହିତ ଭଲ ସ୍ୱାସ୍ଥ୍ୟର ବ୍ୟବସ୍ଥା ବି ଅଛି। ସେଠାକାର ସରକାର ଏସବୁର ଭଲ ବ୍ୟବସ୍ଥା କରିଛନ୍ତି। ତେଣୁ ସେ ଦେଶର ଲୋକେ … Continue reading ଯୁକ୍ରେନ ଯୁଦ୍ଧରୁ ଉଚିତ ‘ଶିକ୍ଷା’