ମୁମ୍ବାଇ କ୍ରୁଜ ଡ୍ରଗ୍ସ କେଳେଙ୍କାରୀ : ଓଡ଼ିଶା ଲିଙ୍କ ଗୁମର ଫିଟୁଛି, ଆହୁରି ଫିଟିବ !

EXCLUSIVE REPORT//MUMBAI//TATKAL ODISHA//  ଦୁଇ ଓଡ଼ିଆ ଗିରଫ, ସ୍କାନରରେ ଅନେକ * ଆର୍ଯ୍ୟନଙ୍କ ସମ୍ପର୍କରେ ରହି ଡ୍ରଗ୍ସ କାରବାରରେ ଲିପ୍ତ ଥିଲେ * ସୁନ୍ଦରଗଡ଼ ଓ ଭୁବନେଶ୍ୱରରୁ ମୁମ୍ବାଇକୁ କରୁଥିଲେ ଡ୍ରଗ୍ସ ଚାଲାଣ? +++++++++++++++++++++++++ ମୁମ୍ବାଇରୁ –କଳାକୃଷ୍ଣ ମହାରଣା ଭୁବନେଶ୍ୱରରୁ – ମାନସ ରଞ୍ଜନ ପାତ୍ର ++++++++++++++++++++++++++ ################## ‘ଆଳୁ ଖୁଳୁ ଖୁଳୁ ମହାଦେବ ଦର୍ଶନ’ ଭଳି ମୁମ୍ବାଇ ମଝି ସମୁଦ୍ରରେ ‘କ୍ରୁଜ୍‌ ରେଭ୍ ପାର୍ଟି’ ମାମଲାର ଗୁମର ଖୋଲି ଖୋଲି ଯାଇଛି I ଏହି ଡ୍ରଗ୍ସ କେଳେଙ୍କାରୀର ଅଡୁଆ ସୁତା ମୁମ୍ବାଇରୁ … Continue reading ମୁମ୍ବାଇ କ୍ରୁଜ ଡ୍ରଗ୍ସ କେଳେଙ୍କାରୀ : ଓଡ଼ିଶା ଲିଙ୍କ ଗୁମର ଫିଟୁଛି, ଆହୁରି ଫିଟିବ !