ମା’ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ୪ଫୁଟରୁ ଅଧିକ ହେବନି

ସ୍ପଷ୍ଟ କଲେ ସ୍ୱତନ୍ତ୍ର ରିଲିଫ କମିଶନର ପିକେ ଜେନା ଭୁବନେଶ୍ୱର//TATKAL ODISHA// ଶାରଦୀୟ ପୂଜାରେ ମା ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ୪ଫୁଟରୁ ଅଧିକ ହେବନି I ଏହା ସ୍ପଷ୍ଟ କରିଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା I ଶ୍ରୀ ଜେନା କହିଥିଲେ, ପୂର୍ଵରୁ ଜାରି ହୋଇଥିବା କଟକଣା ବଳବତ୍ତର ରହିବ I ମୂର୍ତ୍ତିର ଉଚ୍ଚତା 4 ଫୁଟ ରହିବ I ପ୍ୟାଣ୍ଡାଲ ସମ୍ମୁଖରୁ ପରଦା ହଟିବ ନାହିଁ I କୋଭିଡର ତୃତୀୟ ଲହର ଆସୁଥିବା … Continue reading ମା’ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ୪ଫୁଟରୁ ଅଧିକ ହେବନି