ମାନସ ସ୍ୱାଇଁ ହତ୍ୟାକାଣ୍ଡ: ନିରଞ୍ଜନ ସେଠୀ ଗିରଫ

ଭୁବନେଶ୍ୱର//TATKAL ODISHA// ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ଓଆଇଏସ ଅଧିକାରୀ ତଥା ଅବସରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ବୈଷୟିକ ନିର୍ଦେଶକ ନିରଞ୍ଜନ ସେଠୀ ଗିରଫ ହୋଇଛନ୍ତି I ମାତ୍ର ବର୍ତ୍ତମାନ ସୁଦ୍ଧା  ବହୁଚର୍ଚ୍ଚିତ ‘ଚିପ’ ମିଳିପାରି ନାହିଁ କି ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସର୍ମିଷ୍ଠା ରାଉତ ଗିରଫ ହୋଇ ନାହାନ୍ତି I ସେ ଏବେବି ଫେରାର ଅଛନ୍ତି I     ଭଦ୍ରକ ଓ କମିଶନରେଟ ପୋଲିସ ଏନେଇ ତନାଘନା ଚଳାଇଛି। ଏହି ହତ୍ୟାକାଣ୍ଡ ପଛରେ ସାପ୍ତାହିକ … Continue reading ମାନସ ସ୍ୱାଇଁ ହତ୍ୟାକାଣ୍ଡ: ନିରଞ୍ଜନ ସେଠୀ ଗିରଫ