ମନେ ପଡ଼ନ୍ତି ‘ଖୋକା ଭାଇ’

GUEST EDITOR //ପ୍ରସନ୍ନ କୁମାର ହୋତା // ଅକ୍ଷୟ ମହାନ୍ତି :ଓଡ଼ିଆ ସଂଗୀତର ମୁକୁଟ ବିହୀନ ସମ୍ରାଟ ବି.ଦ୍ର. ବାପା ବାଞ୍ଛାନିଧି ହୋତାଙ୍କୁ କର୍ମ ଜୀବନର ଛୋଟବଡ଼ କୃତୀ ବଖାଣିବା ମୋ ଅଭ୍ୟାସ l ତାଙ୍କୁ ରାଜ୍ୟପାଳଙ୍କ ସଭାରେ ଅକ୍ଷୟ ଭାଇଙ୍କ ଅପୂର୍ବ ଭାଷଣ କଥା କହିଲି l ବୋଧେ ସେ ଏଥିରେ ମୋ ବଡ଼ିମାର ଗନ୍ଧ ପାଇଲେ l ମୋ ପ୍ରଗଳଭତାକୁ ଅଟକାଇ ଆକାଶ ଆଡକୁ ଚାହିଁ କହିଲେ – “ସେ ‘ଟୋକା’ ଅଲଗା l … Continue reading ମନେ ପଡ଼ନ୍ତି ‘ଖୋକା ଭାଇ’