ମଝି ସମୁଦ୍ରରେ ଜାହାଜରେ ଡ୍ରଗ୍ସ ପାର୍ଟି : ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଅଟକ?

ମୋଟ ଆଠ ଜଣଙ୍କୁ ପଚରା ଉଚରା ମୁମ୍ବାଇରୁ ଗୋଆ ଯାଉଥିଲା ଜାହାଜ ଯାତ୍ରୀ ବେଶରେ ଯାଇ ଧରିଲା ଏନସିବି ଟିମ ମୁମ୍ବାଇ, ପାନାଜି// TATKAL ODISHA// ମୁମ୍ବାଇରୁ ଗୋଆ ଯାଉଥିବା ଏକ ଜାହାଜରେ ଚାଲିଥିଲା ଡ୍ରଗ୍ଧ ପାର୍ଟି। ଜାହାଜ ମଧ୍ୟରେ ଯାତ୍ରୀ ବେଶରେ ପହଞ୍ଚିଛିଥିଲା  ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଏକ ଟିମ। ସମୁଦ୍ର ମଝିରେ ଜାହାଜକୁ ରେଡ କରିଵା ପରେ ଏକ ବଡ଼ ଘଟଣାର ପର୍ଦାଫାଶ କରିଛି I ମୋଟ ଆଠ ଜଣ ଅଟକ ରହିଛନ୍ତି I ଏଥିରେ ବଲିଉଡ … Continue reading ମଝି ସମୁଦ୍ରରେ ଜାହାଜରେ ଡ୍ରଗ୍ସ ପାର୍ଟି : ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଅଟକ?