ଭୋଟ ପୂର୍ବରୁ ଚାଲିଗଲେ ସରପଞ୍ଚ ପ୍ରାର୍ଥୀ

– ଏସଇସି ଦ୍ୱାରା ନିର୍ବାଚନ ବାତିଲ  କଟକ, ବରଗଡ଼, ଭୁବନେଶ୍ୱର //TATKAL ODISHA//: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟର କେଇ ଘଣ୍ଟା ପୂର୍ବରୁ କଟକ ଓ ବରଗଡ଼ରେ ଦୁଇ ପ୍ରାର୍ଥୀଙ୍କର ଅକାଳ ମୃତ୍ୟୁ ହୋଇଛି I ସେଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗ ସେଇସବୁ ନିର୍ବାଚନ କ୍ଷେତ୍ରରେ ନିର୍ବାଚନ ବାତିଲ କରିଛନ୍ତି I   TATKAL ODISHAର କଟକ ପ୍ରତିନିଧି ଜଣାଇଛନ୍ତି ଯେ, କଟକ ସଦର ବ୍ଲକ ଅନ୍ତର୍ଗତ ଯଶପଡ଼ା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀନୀ ନମିତା ବେହେରା … Continue reading ଭୋଟ ପୂର୍ବରୁ ଚାଲିଗଲେ ସରପଞ୍ଚ ପ୍ରାର୍ଥୀ