ଭୁବନେଶ୍ୱର କ୍ଲବ : ‘ସଭାପତି’ ହେବାକୁ ଅସିତଙ୍କ ମନ ଲସରପସର?

ସମ୍ଭିଧାନିକ ପଦବୀରେ ଥାଇ ସମ୍ଭବ କି?ବଲାଙ୍ଗୀର,ସମ୍ବଲପୁର,ଭୁବନେଶ୍ୱର,କଟକ//ତତ୍କାଳ ଓଡିଶା// “କହିଁପେ’ ନିଗାହେଁ, କହିଁପେ’ ନିଶାନା”… ବଲିଉଡର ଏହି ଚର୍ଚ୍ଚିତ ହିନ୍ଦୀ ଗୀତଟି ଶୁଣିବାକୁ ଯେତେ ସୁମଧୁର ଏହାର ‘ସାରମର୍ମ’ ବି ସେତେ ତାତ୍ପର୍ଯ୍ୟପୂର୍ଣ୍ଣ I     ଗୀତଟିକୁ ଯଦି ଆପଣ ବାରମ୍ବାର ଶୁଣିବେ ତାହାଲେ  ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ କାର୍ଯ୍ୟକଳାପ ଠିକ ସେହି ମାର୍ଗରେ ଯାଉଥିବା ମନେ ହେବ I ତାହା ବି ଏବେ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ I ନଜର ଗୋଟିଏ, ଲକ୍ଷ୍ୟଭେଦି ବାଣ … Continue reading ଭୁବନେଶ୍ୱର କ୍ଲବ : ‘ସଭାପତି’ ହେବାକୁ ଅସିତଙ୍କ ମନ ଲସରପସର?