ବାସ୍ତୁ ବିଜ୍ଞାନ-32: ଡାକ୍ତରଖାନା ପାଇଁ କେଉଁ ନିୟମ?

ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର TATKAL ODISHA// ବାସ୍ତୁ ଗୃହ// +++++++++++++++++++++++++++++++++++++ ଡାକ୍ତରଖାନା (Hospital) : (କ) ଭୂଖଣ୍ଡର ପୂର୍ବ ଦିଗରେ ସଡ଼କ ରହିବା ଉତ୍ତମ। ପ୍ରବେଶ ଦ୍ବାର ପୂର୍ବ କିମ୍ବା ଉତ୍ତର ପୂର୍ବରେ କରିବା ଉଚିତ । (ଖ) ଡାକ୍ତରୀ ପରୀକ୍ଷା ରୁମ୍ ଉତ୍ତର ପାର୍ଶ୍ବରେ କରିବା ଉଚିତ । (ଗ ) କ୍ୟାସ୍ କାଉଣ୍ଟର, ପ୍ରତୀକ୍ଷାଳୟ ଦକ୍ଷିଣରେ, ଇନ୍‌କ୍ସାରୀ କାଉଣ୍ଟର ଦକ୍ଷିଣ-ପୂର୍ବରେ ରଖିବା ବିଧେୟ । (ଘ) ଅପରେସନ୍ ଥିଏଟର ପଶ୍ଚିମ ପାର୍ଶ୍ବରେ … Continue reading ବାସ୍ତୁ ବିଜ୍ଞାନ-32: ଡାକ୍ତରଖାନା ପାଇଁ କେଉଁ ନିୟମ?