ବାସ୍ତୁବିଜ୍ଞାନ-33:ଦେବାଳୟ ପ୍ରତିଷ୍ଠାର ବିଧିବିଧାନ

ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର TATKAL ODISHA//ବାସ୍ତୁ ବିଜ୍ଞାନ// **************************************************** ଦେବାଳୟ (Religious Construction) : ବାସ୍ତୁଶାସ୍ତ୍ରରେ ଦେବାଳୟ ପ୍ରତିଷ୍ଠାର ବିଧିବିଧାନ ବିସ୍ତୃତ ଭାବେ ବର୍ଣ୍ଣିତ ହୋଇଥିଲେ ମଧ୍ୟ ସଂକ୍ଷିପ୍ତରେ କେତୋଟି ମୁଖ୍ୟ ନିୟମ ନିମ୍ନରେ ସୂଚାଇ ଦିଆଯାଇଛି । (କ) ଭୂଖଣ୍ଡ ଆୟତାକାର କିମ୍ବା ବର୍ଗାକାର ଓ ପୂର୍ବ କିମ୍ବା ଉତ୍ତର ଦିଗକୁ ଗଡ଼ାଣିଆ ହେଲେ ସର୍ବୋତ୍ତମ । (ଖ) ପାହାଡ଼ର ଉପରିଭାଗ ମନୋନୟନ କରିବା ଭଲ । (ଗ ) ଭୂଖଣ୍ଡର ପୂର୍ବ … Continue reading ବାସ୍ତୁବିଜ୍ଞାନ-33:ଦେବାଳୟ ପ୍ରତିଷ୍ଠାର ବିଧିବିଧାନ