ବାସ୍ତୁବିଜ୍ଞାନ-31: ଶିଳ୍ପାନୁଷ୍ଠାନର ଦୋଷତ୍ରୁଟି ସୁଧାରିବେ କିପରି?

ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର TATKAL ODISHA//ବାସ୍ତୁଗୃହ// +++++++++++++++++++++++++++++++++++++ ପୂର୍ବରୁ TATKAL ODISHAରେ 30ଟି ସ୍ତମ୍ଭରେ ଗୃହ ପାଇଁ ‘ବାସ୍ତୁ ବିଜ୍ଞାନ’ ପ୍ରକାଶ ପାଇସାରିଛି I ଏଥର ଶିଳ୍ପାନୁଷ୍ଠାନ ଉପରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି I ଏସବୁ ପ୍ରତିଷ୍ଠାବେଳେ କର୍ତ୍ତାଙ୍କୁ ଦୃଷ୍ଟି ଦେବାକୁ ହେବ I ନ ହେଲେ କୁପ୍ରଭାବ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି I ଏଥିପାଇଁ ପ୍ରଥମରୁ ଯତ୍ନବାନ ହେବା ଆବଶ୍ୟକ… ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର କ’ଣ କହୁଛନ୍ତି ଆସନ୍ତୁ ଦେଖିବା.. ++++++++++++++++++++++++++++++++++++++++ ଶିଳ୍ପାନୁଷ୍ଠାନ … Continue reading ବାସ୍ତୁବିଜ୍ଞାନ-31: ଶିଳ୍ପାନୁଷ୍ଠାନର ଦୋଷତ୍ରୁଟି ସୁଧାରିବେ କିପରି?