ବାସ୍ତୁବିଜ୍ଞାନ-30: ବାସ୍ତୁଶାସ୍ତ୍ର ଅନୁସାରେ ଶିକ୍ଷାନୁଷ୍ଠାନ କରିବେ କିପରି?

ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର TATKAL ODISHA//ବାସ୍ତୁଗୃହ// +++++++++++++++++++++++++++++++++++++ TATKAL ODISHAରେ କ୍ରମାଗତ ଭାବେ “ଗୃହ ପାଇଁ ବାସ୍ତୁବିଜ୍ଞାନ” କଣ ଆବଶ୍ୟକତା ରହିଛି? କାହିଁକି ମାନିବା ଦରକାର?? 29ଟି ସ୍ତମ୍ଭରେ ପ୍ରକାଶ ପାଇସାରିଛି I ଏବେ କିଛି ଅନୁଷ୍ଠାନ/ପ୍ରତିଷ୍ଠାନ ଉପରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି I ଏସବୁକୁ ନିର୍ମାଣ ବେଳେ ଦୃଷ୍ଟି ଦେବାକୁ ହେବ I ନ ହେଲେ ପ୍ରତିଷ୍ଠାନ ଉପରେ କୁପ୍ରଭାବ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି I ଏଥିପାଇଁ ପ୍ରଥମରୁ ଯତ୍ନବାନ … Continue reading ବାସ୍ତୁବିଜ୍ଞାନ-30: ବାସ୍ତୁଶାସ୍ତ୍ର ଅନୁସାରେ ଶିକ୍ଷାନୁଷ୍ଠାନ କରିବେ କିପରି?