ବାସ୍ତୁବିଜ୍ଞାନ-30: ବାସ୍ତୁଶାସ୍ତ୍ର ଅନୁସାରେ ଶିକ୍ଷାନୁଷ୍ଠାନ କରିବେ କିପରି?

0
  • ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର
  • TATKAL ODISHA//ବାସ୍ତୁଗୃହ//

+++++++++++++++++++++++++++++++++++++

TATKAL ODISHAରେ କ୍ରମାଗତ ଭାବେ “ଗୃହ ପାଇଁ ବାସ୍ତୁବିଜ୍ଞାନ” କଣ ଆବଶ୍ୟକତା ରହିଛି? କାହିଁକି ମାନିବା ଦରକାର?? 29ଟି ସ୍ତମ୍ଭରେ ପ୍ରକାଶ ପାଇସାରିଛି I ଏବେ କିଛି ଅନୁଷ୍ଠାନ/ପ୍ରତିଷ୍ଠାନ ଉପରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି I

ଏସବୁକୁ ନିର୍ମାଣ ବେଳେ ଦୃଷ୍ଟି ଦେବାକୁ ହେବ I ନ ହେଲେ ପ୍ରତିଷ୍ଠାନ ଉପରେ କୁପ୍ରଭାବ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି I ଏଥିପାଇଁ ପ୍ରଥମରୁ ଯତ୍ନବାନ ହେବା ଆବଶ୍ୟକ…

ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର କ’ଣ କହୁଛନ୍ତି ଆସନ୍ତୁ ଦେଖିବା…

***************************************************

ଶିକ୍ଷାନୁଷ୍ଠାନ (Educational Institution) 

  • (କ) ପୂର୍ବ କିମ୍ବା ପଶ୍ଚିମାଭିମୁଖୀ ପ୍ଲଟ ଶିକ୍ଷାନୁଷ୍ଠାନ ନିମିତ୍ତ ପ୍ରଯୁଜ୍ୟ ।
  •  (ଖ) ଆୟତାକାର କିମ୍ବା ବର୍ଗାକାର ପ୍ଲଟ୍ ସର୍ବାଦୌ ଭତ୍ତମ ।
  • (ଗ) ଦକ୍ଷିଣ କିମ୍ବା ଦକ୍ଷିଣ-ପଶ୍ଚିମ କୋଣକୁ ବାଦ୍ ଦେଇ ମୁଖ୍ୟଦ୍ଵାର ଯେ କୌଣସି ଦିଗକୁ କରିପାରନ୍ତି ।
  • (ଘ) ନିର୍ମାଣ କାର୍ଯ୍ୟ ଭୂଖଣ୍ଡର ଦକ୍ଷିଣ କିମ୍ବା ଦକ୍ଷିଣ-ପଶ୍ଚିମ ପାର୍ଶ୍ବରେ କରିବା ଭତ୍ତମ ।
  • (ଙ) କ୍ଲାସ ରୁମ୍‌ଗୁଡ଼ିକର ମାପ ୧:୧ କିମ୍ବା ୧:୨ ଅନୁପାତରେ କରିବ । ଦ୍ଵାରଗୁଡ଼ିକ ଦକ୍ଷିଣକୁ ଯେପରି ନ ରହେ, ସେପ୍ରତି ଯତ୍ନଶୀଳ ହେବା ଉଚିତ । ପୂର୍ବ ଦିଗରେ ବ୍ଲାକବୋର୍ଡ଼ ଓ ଶିକ୍ଷକଙ୍କ ପାଇଁ ଚଉତରା ୧.୫ ଫୁଟରୁ ୨.୦ ଫୁଟ ହେବା ଦରକାର ।
  • (ଚ) ଗୃହଗୁଡ଼ିକର ରଙ୍ଗ ଧଳା, କ୍ରିମ୍ କିମ୍ବା ଲାଇଟ ବ୍ଲୁ ହେବା ଇଚିତ ।
  • (ଛ ) ଖେଳପଡ଼ିଆ ପୂର୍ବ କିମ୍ବା ଉତ୍ତର ଦିଗରେ ହେବା ଉଚିତ ।
  •  (ଜ ) ଲାବୋରେଟୋରୀ ପଶ୍ଚିମରେ ଏବଂ ଷ୍ଟୋର୍‌ତୁମ ଜଳର-ପଶ୍ଚିମରେ ରଖିବା ଭଲ ।
  • (ଝ) ଗାଧୁଆ ଓ ଶୌଚାଗାର ପଶ୍ଚିମ କିମ୍ବା ଉତ୍ତର-ପଶ୍ଚିମ ପାଖେ ଓ ପାଣିଟାଙ୍କି ଉତ୍ତର-ପୂର୍ବ ପାଖେ ରଖୁ ଜଚିତ ।
  • ରୁମ ଗୁଡ଼ିକ କେଉଁ ଦିଗରେ ହେବା ଉଚିତ??
  • ଅଫିସ୍ ରୁମ୍ ଉତ୍ତରାଭିମୁଖୀ
  • ପ୍ରଧାନ ଶିକ୍ଷକ/ପ୍ରିନ୍ସିପାଲ ରୁମ୍ ପଶ୍ଚିମ ଦିଗ
  • ଆଗ୍ନେୟ କିମ୍ବା ନୈରୁତ କୋଣରେ କଲେ ଭଲ; ମାତ୍ର ଦ୍ବାର ପୂର୍ବ କିମ୍ବା ଉତ୍ତରପୂର୍ବ କୋଣକୁ ରଖିବା ଉଚିତ ।
  • ଟ)ଲାଇବ୍ରେରୀ ରୁମ ପଶ୍ଚିମ ଦିଗରେ ହେବା ଭତ୍ତମ ।
  • TATKAL ODISHAରେ ଦେଖନ୍ତୁ ପୂର୍ବ ରିପୋର୍ଟ…

//ବାସ୍ତୁଗୃହ-29//
*ଘର ଚତୁଃପାର୍ଶ୍ଵରେ ‘ପାଚେରୀ’ କେମିତି ହେବା ଉଚିତ?


  • http://tatkalodisha.in/?p=15082
  • http://tatkalodisha.in/?p=15082

Leave A Reply

Your email address will not be published.