ବାସ୍ତୁଗୃହ-25, କେମିତି ହେବ ପୂଜା ଘର?
- ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର
- ଭୁବନେଶ୍ୱର//TATKAL ODISHA//
++++++++++++++++++++++++++++++++++++++++
ବର୍ତ୍ତମାନ ସୁଦ୍ଧା TATKAL ଓଡ଼ିଶାରେ ବାସ୍ତୁ ଗୃହ ଉପରେ 24ଟି ଅଧ୍ୟାୟ ପ୍ରକାଶ କରିଛି I ଏଥର 25ତମ ଅଧ୍ୟାୟରେ ପୂଜାଘର କେମିତି ହେବ ସେ ବିଷୟରେ ବର୍ଣ୍ଣନା କରୁଛୁ I
ଇଂ ଅଜୟ କୁମାର ମହାପାତ୍ର କଣ କହୁଛନ୍ତି ଆସନ୍ତୁ ଦେଖିବା…
ପୂଜାଘର (Pooja Room) :
- (କ) ଉତ୍ତର, ପୂର୍ବ ଦିଗ କିମ୍ବା ଐଶାନ୍ୟ କୋଣରେ ପୂଜା ଗୃହଟି ଅବସ୍ଥାପିତ କରିବା ଉଚିତ ।
- (ଖ) ପୂଜାଗୃହର ଉପରେ କିମ୍ବା ତଳେ କିମ୍ବା ମୁହାଁମୁହିଁ ଶୌଚାଗାର ନ ହେବା ଉଚିତ।
- (ଗ) କବାଟ ଉତ୍ତର କିମ୍ବା ପୂର୍ବ କାନ୍ଥରେ ରହିବା ପ୍ରୀତିକର ।
- (ଘ) ଦୀପ ଆଗ୍ନେୟ କୋଣରେ ରଖିବା ଉଚିତ।
- (ଙ) ହୋମକୁଣ୍ଡ ଆଗ୍ନେୟ କୋଣରେ ରଖିବା ଉଚିତ ।
- (ଚ) ଆଲମିରା ପଶ୍ଚିମ କିମ୍ବା ଦକ୍ଷିଣ ପାର୍ଶ୍ଵରେ ରଖିବା ଉଚିତ ।
- ( ଛ ) ମୂର୍ତ୍ତି ସ୍ଥାପନ କଲେ ଅନ୍ତତଃ ପକ୍ଷେ ‘‘କାନ୍ଥଠୁ ଦୂରରେ ରଖ୍ ଉଚିତ ।
ଦେଖନ୍ତୁ TATKAL ODISHAର ପୂର୍ଵ ରିପୋର୍ଟ…
// ବାସ୍ତୁବିଜ୍ଞାନ-24 //
କେମିତି ହେବ ରୋଷେଇ ଘର?
ବାସ୍ତୁବିଜ୍ଞାନ-24: କେମିତି ହେବ ରୋଷେଇ ଘର?