ବାସ୍ତୁଗୃହ-16: ଉତ୍ତର-ପୂର୍ବାଭିମୁଖୀ ପ୍ଲଟ ଥିଲେ କରିବେ କଣ?

ବାସ୍ତୁବିତ ଇଂ ଅଜୟ ମହାପାତ୍ର TATKAL ODISHA//ବାସ୍ତୁ ବିଜ୍ଞାନ // #################################!## ଉତ୍ତର-ପୂର୍ବାଭିମୁଖୀ ପ୍ଲଟ (North-East Plot) : ଭୂଖଣ୍ଡର ମୁଖ ଐଶାନ୍ୟ କୋଣକୁ ଅର୍ଥାତ ଐଶାନ୍ୟ କୋଣରେ ସଡ଼କ ଯାଇଥିଲେ ସେ ଭୂଖଣ୍ଡକୁ ଉତ୍ତର-ପୂର୍ବାଭିମୁଖୀ ପ୍ଲଟ କହନ୍ତି । ନିମ୍ନରେ କେତୋଟି ନିୟମ ଦିଆଗଲା, ଯାହା ପ୍ରତି ଗୃହ ନିର୍ମାଣ ସମୟରେ ସଚେତନଶୀଳ ହେବା ଉଚିତ । କ)ମୁଖ୍ୟ ଫାଟକ ଓ ମୁଖ୍ୟ ପ୍ରବେଶଦ୍ବାର ଉତ୍ତର-ପୂର୍ବ କୋଣର ପୂର୍ବପାର୍ଶ୍ୱ କୁ ହେବା ସର୍ବୋତ୍ତମ । ମାତ୍ର … Continue reading ବାସ୍ତୁଗୃହ-16: ଉତ୍ତର-ପୂର୍ବାଭିମୁଖୀ ପ୍ଲଟ ଥିଲେ କରିବେ କଣ?