ବାସ୍ତୁଗୃହ-16: ଉତ୍ତର-ପୂର୍ବାଭିମୁଖୀ ପ୍ଲଟ ଥିଲେ କରିବେ କଣ?

0
  • ବାସ୍ତୁବିତ ଇଂ ଅଜୟ ମହାପାତ୍ର
  • TATKAL ODISHA//ବାସ୍ତୁ ବିଜ୍ଞାନ //

#################################!##

ଉତ୍ତର-ପୂର୍ବାଭିମୁଖୀ ପ୍ଲଟ (North-East Plot) :

ଭୂଖଣ୍ଡର ମୁଖ ଐଶାନ୍ୟ କୋଣକୁ ଅର୍ଥାତ ଐଶାନ୍ୟ କୋଣରେ ସଡ଼କ ଯାଇଥିଲେ ସେ ଭୂଖଣ୍ଡକୁ ଉତ୍ତର-ପୂର୍ବାଭିମୁଖୀ ପ୍ଲଟ କହନ୍ତି । ନିମ୍ନରେ କେତୋଟି ନିୟମ ଦିଆଗଲା, ଯାହା ପ୍ରତି ଗୃହ ନିର୍ମାଣ ସମୟରେ ସଚେତନଶୀଳ ହେବା ଉଚିତ ।

  • କ)ମୁଖ୍ୟ ଫାଟକ ଓ ମୁଖ୍ୟ ପ୍ରବେଶଦ୍ବାର ଉତ୍ତର-ପୂର୍ବ କୋଣର ପୂର୍ବପାର୍ଶ୍ୱ କୁ ହେବା ସର୍ବୋତ୍ତମ । ମାତ୍ର ପୂର୍ବ ଓ ଉତ୍ତର ଦିଗକୁ ମଧ୍ୟ କରାଯାଇପାରିବ ।
  • ଖ) ପଶ୍ଚାତ୍‌ପାର୍ଶ୍ଵର ଦ୍ଵାର ଦକ୍ଷିଣ-ପୂର୍ବର ଦକ୍ଷିଣ ପାର୍ଶ୍ୱକୁ କିମ୍ବା ଉତ୍ତର-ପଶ୍ଚିମ କୋଣର ପଶ୍ଚିମ ପାର୍ଶ୍ବକୁ ଲଗାଯାଇପାରିବ I
  • ଗ) ଆଉଟ୍‌ ହାଉସ୍‌ଟି ଦକ୍ଷିଣ-ପୂର୍ବକୋଣର ଦକ୍ଷିଣ ପାର୍ଶ୍ବରେ ନିର୍ମାଣ କରିବା ଉଚିତ ।
  • (ଘ) ଆଉଟ୍‌ ହାଉସ୍‌ର ଚଟାଣ ମୁଖ୍ୟ ଗୃହର ଚଟାଣ ଅପେକ୍ଷା ଉଚ୍ଚ ହେବା ବିଧେୟ
  • (ଙ ) ଆଉଟ୍‌ ହାଉସ୍‌ଟିକୁ ସ୍ନାନାଗାର, ଷ୍ଟୋର ରୁମ କିମ୍ବା ଚାକରମାନଙ୍କ ପାଇଁ ବ୍ୟବହାର କରାଯାଇପାରେ ।
  • ଚ) ଗୃହର ଉତ୍ତର ଦିଗରୁ ଉତ୍ତର-ପୂର୍ବ ପାର୍ଶ୍ୱକୁ କିଛି ଅଂଶ ବର୍ଦ୍ଧିତ ହେଲେ ଶୁଭଦାୟକ ।

++++++++++++++++++++++++++++++++++++

  • TATKAL ODISHAର ପୂର୍ଵ ରିପୋର୍ଟ ଦେଖନ୍ତୁ..

ବାସ୍ତୁବିଜ୍ଞାନ-15: ପଶ୍ଚିମାଭିମୁଖୀ ପ୍ଲଟରେ ଘର କେମିତି କରିବେ?

ବାସ୍ତୁବିଜ୍ଞାନ-15: ପଶ୍ଚିମାଭିମୁଖୀ ପ୍ଲଟରେ ଘର କେମିତି କରିବେ?

Leave A Reply

Your email address will not be published.