ବାସ୍ତୁଗୃହ-11 : କେଉଁ ଦିଗରେ ରାସ୍ତା ରହିଲେ ଗୃହ ପାଇଁ ଶୁଭ ?

ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର TATKAL ODISHA//ବାସ୍ତୁ ବିଜ୍ଞାନ// କ୍ରମାଗତ ଦଶଟି ଅଧ୍ୟାୟରେ ବାସ୍ତୁ ବିଜ୍ଞାନ ଆଧାରରେ ଗୃହର ଭିତର ଅଂଶ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି I ଏଥର ଘର ହୋଇଥିବା ପ୍ଲଟର କେଉଁ ଦିଗରେ ରାସ୍ତା ଥିଲେ ଗୃହ କର୍ତ୍ତାଙ୍କ ପାଇଁ ଶୁଭ ତାହା TATKAL ODISHAରେ ଦିଆଯାଇଛି I ଆସନ୍ତୁ ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର କ’ଣ କହୁଛନ୍ତି ଦେଖିବା… ଉତ୍ତର ପାର୍ଶ୍ଵ ରାସ୍ତା : ମଙ୍ଗଳ ଦାୟକ … Continue reading ବାସ୍ତୁଗୃହ-11 : କେଉଁ ଦିଗରେ ରାସ୍ତା ରହିଲେ ଗୃହ ପାଇଁ ଶୁଭ ?