ବାସ୍ତୁଗୃହ-11 : କେଉଁ ଦିଗରେ ରାସ୍ତା ରହିଲେ ଗୃହ ପାଇଁ ଶୁଭ ?

0
  • ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର
  • TATKAL ODISHA//ବାସ୍ତୁ ବିଜ୍ଞାନ//

କ୍ରମାଗତ ଦଶଟି ଅଧ୍ୟାୟରେ ବାସ୍ତୁ ବିଜ୍ଞାନ ଆଧାରରେ ଗୃହର ଭିତର ଅଂଶ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି I ଏଥର ଘର ହୋଇଥିବା ପ୍ଲଟର କେଉଁ ଦିଗରେ ରାସ୍ତା ଥିଲେ ଗୃହ କର୍ତ୍ତାଙ୍କ ପାଇଁ ଶୁଭ ତାହା TATKAL ODISHAରେ ଦିଆଯାଇଛି I

  • ଆସନ୍ତୁ ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର କ’ଣ କହୁଛନ୍ତି ଦେଖିବା…
  • ଉତ୍ତର ପାର୍ଶ୍ଵ ରାସ୍ତା : ମଙ୍ଗଳ ଦାୟକ
  • ପୂର୍ଵ ପାର୍ଶ୍ଵ ରାସ୍ତା : ଅତ୍ୟନ୍ତ ଶୁଭପ୍ରଦ
  • ଦକ୍ଷିଣ ପାର୍ଶ୍ଵ ରାସ୍ତା : ସାମାନ୍ୟ ଶୁଭ
  • ପଶ୍ଚିମ ପାର୍ଶ୍ଵ ରାସ୍ତା : ମଧ୍ୟମ ଶୁଭ
  • TATKAL ODISHAରେ ପୂର୍ବ ରିପୋର୍ଟ ଦେଖନ୍ତୁ…

// ବାସ୍ତୁଗୃହ //

ଘର ପାଇଁ ବାସ୍ତୁବିଜ୍ଞାନ-10: ‘ପାଣିଟାଙ୍କି’

ଘର ପାଇଁ ବାସ୍ତୁବିଜ୍ଞାନ-10: ‘ପାଣିଟାଙ୍କି’

Leave A Reply

Your email address will not be published.