ବାତ୍ୟା ‘ଜୱାଦ’ର ଧୀରଚଳନ : ଉପକୂଳ ମୁହାଁ

24 ଘଣ୍ଟା ପରେ ପବନ ସହ ବର୍ଷା  ଭୁବନେଶ୍ୱର//TATKAL ODISHA/  ଦକ୍ଷିଣ ଆଣ୍ଡାମାନ ସନ୍ନିକଟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବଳୟ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଉଛି । ଏହି ବାତ୍ୟା ‘ଜୱାଦ’ ଓଡ଼ିଶା ଓ ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିବା ସମ୍ଭାବନା ରହିଛି ।  ସାଟେଲାଇଟ ଓ ମଡ୍ୟୁଲାର ରିପୋର୍ଟ ଆଧାରରେ  ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ,ଉତର-ପଶ୍ଚିମ ଦିଗରେ ତାହା ଧୀରଚଳନ କରୁଛି I ୪ ତାରିଖ … Continue reading ବାତ୍ୟା ‘ଜୱାଦ’ର ଧୀରଚଳନ : ଉପକୂଳ ମୁହାଁ