ବରିଷ୍ଠ IAS ସ୍ତରରେ ଅଦଳବଦଳ ଖୁବଶୀଘ୍ର?

ଭୁବନେଶ୍ୱର//TATKAL ODISHA//EXCLUSIVE// ଖୁବଶୀଘ୍ର ବିରିଷ୍ଠ ଓ ଅତି ବରିଷ୍ଠ IAS ସ୍ତରରେ ଅଦଳବଦଳ ହେବାର ସମ୍ଭାବନା ରହିଛି I ଏଥିରେ କିଛି ଜିଲ୍ଲାପାଳ ବି ବଦଳିବେ I କେଉଁମାନେ କେଉଁ ବିଭାଗକୁ ଯିବେ ତାର ତାଲିକା ପ୍ରସ୍ତୁତ ହୋଇ ସାରିଛି I ନୂଆ ମନ୍ତ୍ରୀମାନେ ନୂଆ ସଚିବଙ୍କ ସହ କାମ କରିବାର ସୁଯୋଗ ପାଇବେ I ବଦଳି ବିଜ୍ଞପ୍ତି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଶନିବାର ରାତ୍ରି ସୁଦ୍ଧା ବା ରବିବାର ସନ୍ଧ୍ୟା ସୁଦ୍ଧା ପ୍ରକାଶ ପାଇବାର … Continue reading ବରିଷ୍ଠ IAS ସ୍ତରରେ ଅଦଳବଦଳ ଖୁବଶୀଘ୍ର?