ବାସ୍ତୁଗୃହ-20: ପ୍ଲଟର ଉଭୟ ଉତ୍ତର ଓ ପୂର୍ବ ଦିଗରେ ସଡ଼କ ଥିଲେ କ’ଣ କରିବେ?

0
  • ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର
  • TATKAL ODISHA //ବାସ୍ତୁବିଜ୍ଞାନ//

++++++++++++++++++++++++++++++++++++++

  • ଉତ୍ତର ଓ ପୂର୍ବାଭିମୁଖୀ ଭୂଖଣ୍ଡ (North-East Plot) :

ଭୂଖଣ୍ଡର ଉତ୍ତର ଓ ପୂର୍ବ ଉଭୟ ଦିଗରେ ସଡ଼କ ଥିଲେ ଉତ୍ତର ଓ ପୂର୍ବାଭିମୁଖୀ ଭୂଖଣ୍ଡ କହନ୍ତି ଏହି ପ୍ରକାର ଫୁଟରେ ଗୃହ ନିର୍ମାଣ କଲେ ନିମ୍ନ ନିୟମଗୁଡ଼ିକ ପ୍ରତି ସଚେତନଶୀଳ ହେବା ଉଚିତ ।

  • ) ଉତ୍ତର-ପୂର୍ବ କୋଣର ପୂର୍ବ ପାର୍ଶ୍ୱକୁ ମୁଖ୍ୟ ଫାଟକ ଓ ଦ୍ବାର କରିବା ଉଚିତ ।
  • ଖ) ପଶ୍ଚାତ୍–ଦ୍ଵାର ଉତ୍ତର-ପଶ୍ଚିମ କୋଣର ପଶ୍ଚିମ ଦିଗରେ ରହିବା ଆବଶ୍ୟକ ।
  • ଗ ) ମୁଖ୍ୟ ଫାଟକ ଓ ଦ୍ବାର ଉତ୍ତର-ପୂର୍ବ କୋଣର ଉତ୍ତର ପାର୍ଶ୍ୱକୁ କରିପାରନ୍ତି, ଏ କ୍ଷେତ୍ରରେ ପଶ୍ଚାଦ୍‌ପାର୍ଶ୍ଵର ଦ୍ବାର ଦକ୍ଷିଣ-ପୂର୍ବ କୋଣର ଦକ୍ଷିଣ ପାର୍ଶ୍ବକୁ କରିବା ବିଧେୟ

TATKALODISHAରେ ପୂର୍ବ ରିପୋର୍ଟ ଦେଖନ୍ତୁ….

//ବାସ୍ତୁ ଗୃହ-19//
ଉତ୍ତର-ପଶ୍ଚିମାଭିମୁଖୀ ପ୍ଲଟରେ କରିବେ କଣ?

ବାସ୍ତୁ ଗୃହ-19:ଉତ୍ତର-ପଶ୍ଚିମାଭିମୁଖୀ ପ୍ଲଟରେ କରିବେ କଣ?

Leave A Reply

Your email address will not be published.