ପ୍ର. ସତ୍ୟେନ୍ଦ୍ର ପଟ୍ଟନାୟକଙ୍କ ସ୍ତମ୍ବ-4 : “ହରେକମାଲ ମାଗଣା”

TATKAL ODISHA //ନିୟମିତ ସ୍ତମ୍ବ//ତୀର୍ଯ୍ୟକ// *ଡ଼ଃ ସତ୍ୟେନ୍ଦ୍ର ପଟ୍ଟନାୟକ ଗଣତନ୍ତ୍ରର ସଂଜ୍ଞା ଆଜି ବଦଳିଯାଇଛି। ନେତାମାନଙ୍କ ପାଇଁ ଏହାର ଅର୍ଥ ଅଲଗା ଓ ସାଧାରଣ ଜନତାମାନଙ୍କ ପାଇଁ ଏହାର ଅର୍ଥ ଅଲଗା। ଜନତାର ବର୍ଗୀକରଣ ହୋଇଯାଇଛି। ଗରିବୀ ରେଖାର ଉପରେ ଏବଂ ଗରିବୀ ରେଖାର ତଳେ। ଏହି ଗରିବୀ ରେଖା ସମୟ ସମୟରେ ବଦଳି ମଧ୍ୟ ଯାଉଛି। ଏହି ଜନତାମାନଙ୍କ ମଧ୍ୟରେ ମଧ୍ୟବିତ୍ତ ଶ୍ରେଣୀ ଆସୁନାହିଁ। ନେତାମାନଙ୍କ ପାଇଁ ଗଣତନ୍ତ୍ର ‘ଜନତାଙ୍କ ପାଇଁ କିନ୍ତୁ ଜନତାଙ୍କ ଦ୍ୱାରା ନୁହେଁ’ … Continue reading ପ୍ର. ସତ୍ୟେନ୍ଦ୍ର ପଟ୍ଟନାୟକଙ୍କ ସ୍ତମ୍ବ-4 : “ହରେକମାଲ ମାଗଣା”