ପ୍ରଥମ ପର୍ଯ୍ୟାୟ କୋଭିଡ ଟେଷ୍ଟ : 2 ପଜିଟିଭ

EXCLUSIVE //ତତ୍କାଳ ଓଡ଼ିଶା// ଦୁଇ ସାମ୍ବାଦିକ ପଜିଟିଭ ଭୁବନେଶ୍ୱର//ବ୍ୟୁରୋ// ବିଧାନସଭାରେ ପ୍ରଥମ ପର୍ଯ୍ୟାୟ କୋଭିଡ ଟେଷ୍ଟରେ ଦୁଇ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି I ସେମାନେ ଗଣମାଧ୍ୟମର ବୋଲି ଜଣାପଡ଼ିଛି I ମିଳିଥିବା ସୂଚନାନୁସାରେ ମୌସୁମୀ ଅଧିବେଶନ ପୂର୍ବରୁ ବିଧାନସଭା ପ୍ରବେଶ ପାଇଁ ତିନୋଟି ପ୍ରକାରର କୋଭିଡ ଟେଷ୍ଟ ହୋଇଥିଲା I ତାହା ହେଉଛି ଆରଟି-ପିସିଆର ଟେଷ୍ଟ, ଆଣ୍ଟିଜେନ ଟେଷ୍ଟ ଓ ଆଣ୍ଟି ବଡି ଟେଷ୍ଟ I ନିଷ୍ପତ୍ତି ଭିତ୍ତିରେ ଅଗଷ୍ଟ 29,30 ଓ 31ରେ ଟେଷ୍ଟ … Continue reading ପ୍ରଥମ ପର୍ଯ୍ୟାୟ କୋଭିଡ ଟେଷ୍ଟ : 2 ପଜିଟିଭ