ପ୍ରଥମ କରି ମୁଖ୍ୟମନ୍ତ୍ରୀ ଗୃହକୁ ଆସିବେ !

ପ୍ରାୟ ଦେଢ଼ ବର୍ଷ ପରେ ଗୃହ ପ୍ରବେଶ ? ଭୁବନେଶ୍ୱର //TATKAL ODISHA// ମମିତା ମେହେର ହତ୍ୟାକାଣ୍ଡ ନେଇ ସାତ ଦିନ ଧରି ଗୃହ ହୁଲସ୍ତୁଲ ହୋଇଛି I ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ସହ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୃହରେ ଉପସ୍ଥିତି ଦାବୀ ନେଇ ହଂଗାମା କରି ଚାଲିଛନ୍ତି I ଫଳରେ ଗୃହ ଅଚଳ ରହିଛି I ଗୁରୁବାର ଗୃହର ନେତା ତଥା … Continue reading ପ୍ରଥମ କରି ମୁଖ୍ୟମନ୍ତ୍ରୀ ଗୃହକୁ ଆସିବେ !