ପୁଣି ଏକ ଲଘୁଚାପ : 29ରୁ ଲଗାଣ ବର୍ଷା

ଆମେରିକା ପାଣିପାଗ ସଂସ୍ଥାର ପୂର୍ବାନୁମାନ ଦକ୍ଷିଣ ଓଡ଼ିଶା ସହ ତେଲେଙ୍ଗାନା, ଆନ୍ଧ୍ରରେ ଘାଣ୍ଟିବ  ନୂଆଦିଲ୍ଲୀ, ଭୁବନେଶ୍ୱର//TATKAL ODHISHA//ବଙ୍ଗୋପ ସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି । ଆମେରିକାର ପାଣିପାଗ ସଂସ୍ଥା ଆକ୍ୟୁଦର ଏଇ  ପୂର୍ବାନୁମାନ କରିଛି। ଲଘୁଚାପ ପ୍ରଭାବରେ ଆସନ୍ତା ୨୯ରୁ ନଭେମ୍ବର ୪ ଯାଏଁ ରାଜ୍ୟକୁ ଲଗାଣ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି I     ରିପୋର୍ଟ ମୁତାବକ ଦିନେ ଦୁଇ ଦିନରେ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଏକ ଘୁର୍ଣ୍ଣିବଳୟ … Continue reading ପୁଣି ଏକ ଲଘୁଚାପ : 29ରୁ ଲଗାଣ ବର୍ଷା