ପତି, ପତ୍ନୀ ଔର ଓଃ !!

ଡିଏଫଓ କାହା ବଳରେ ବଳିୟାନ? ପରୀ’ ପାଇଁ ଏତେ କାନ୍ଦ, ସୌମ୍ୟ ପାଇଁ ଲୁହ ନାହିଁ ଭୁବନେଶ୍ୱର//TATKAL ODISHA//  ‘“ମୁଁ ଦେଖିଛି ଡିଏଫଓ ସାର ସୌମ୍ୟ ସାରଙ୍କ ଘରକୁ ରାତି 12.30ରୁ 1 ଭିତରେ ପଛ ଗେଟ ଦେଇ ଯାଇଥିଲେ । ମୁଁ ମୋର ନାଇଟ୍ ଡ୍ୟୁଟି ବେଳେ ଦେଖିଥିଲି I ତାଙ୍କୁ ଦେଖିଥିବା ସେ ଜାଣିବା ପରେ ମୋତେ ଚାକିରିରୁ ବିଦା କରିଛନ୍ତି ।”    ଗଙ୍ଗାଧର ପ୍ରଧାନଙ୍କ ଏହା ଥିଲା ‘ଆଁଖୋ ଦେଖା ହାଲ’ I ସେ … Continue reading ପତି, ପତ୍ନୀ ଔର ଓଃ !!