ନୂଆ ମନ୍ତ୍ରୀମଣ୍ଡଳ ‘କାଉଣ୍ଟ ଡାଉନ’ : ଟେନସନରେ 10 ମନ୍ତ୍ରୀ?

ବାସ୍ତୁ ତାରିଖ ଅନୁସାରେ ଅଦଳବଦଳ ! ଶୁଭ ନମ୍ବର “ଏକ” ବା “ତିନି” ଉପରେ ଗୁରୁତ୍ୱ  ବିବାଦୀୟ ମନ୍ତ୍ରୀ ଦେବେ ‘ସ୍ୱଇଛା’ରେ ଇସ୍ତଫା  ମନ୍ତ୍ରୀ ପଦକୁ ଆଉ ଫେରିବେ ନାହିଁ ବାଚସ୍ପତି 8 ପୁରୁଣା ମନ୍ତ୍ରୀଙ୍କ ବଦଳିବ ବିଭାଗ? ମନ୍ତ୍ରୀ ସଂଖ୍ୟା 20 ନୁହଁ 21 ହେବ ଭୁବନେଶ୍ୱର,//TATKAL ODISHA// ବିଳମ୍ବିତ ହୋଇଛି ମନ୍ତ୍ରୀମଣ୍ଡଳ ଅଦଳବଦଳ ପ୍ରକ୍ରିୟା Iମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷ ସ୍ପର୍ଶ ଦେବାକୁ ଯାଉଛନ୍ତି I ତାଙ୍କ ସରକାରର ଚତୁର୍ଥ ପାଳିରେ ପ୍ରାୟ ତିନି … Continue reading ନୂଆ ମନ୍ତ୍ରୀମଣ୍ଡଳ ‘କାଉଣ୍ଟ ଡାଉନ’ : ଟେନସନରେ 10 ମନ୍ତ୍ରୀ?