ନବୀନଙ୍କ ‘କାମରାଜ ପ୍ଲାନ’ -ସିଜନ2: ଟେନସନରେ 10 ମନ୍ତ୍ରୀ?

2017 ଭଳି ମନ୍ତ୍ରୀମାନେ ସ୍ୱଇଚ୍ଛାରେ ଇସ୍ତଫା ଦେବେ?? ଭୁବନେଶ୍ୱର //TATKAL ODISHA//EXCLUSIVE// ନବୀନଙ୍କ ‘କାମରାଜ ପ୍ଲାନ’ ସିଜନ-2 I ସାପ ମରିବ,ବାଡ଼ିଭାଙ୍ଗିବନିI ପ୍ରାୟ ପାଞ୍ଚ ବର୍ଷ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ପୁରୁଣା “ଷ୍ଟ୍ରାଟେଜି” ଆପଣାଇବାକୁ ଯାଉଛନ୍ତି? ଷାଠିଏ ଦଶକରେ  ଜାତୀୟ ରାଜନୀତିକୁ ହଲଚଲ କରିଥିବା ‘କାମରାଜ ପ୍ଲାନ’ ଭଳି ନବୀନ ବାବୁ ପୁଣି ଥରେ ତାଙ୍କ ମନ୍ତ୍ରୀମଣ୍ଡଳରେ 10 ସଦସ୍ୟଙ୍କ ପରୋକ୍ଷ ମୁଣ୍ଡକାଟ କରିବାକୁ ଯୋଜନା କରିଛନ୍ତି??    ହେଲେ ବିଜେଡି ପକ୍ଷରୁ … Continue reading ନବୀନଙ୍କ ‘କାମରାଜ ପ୍ଲାନ’ -ସିଜନ2: ଟେନସନରେ 10 ମନ୍ତ୍ରୀ?