ଦୁର୍ବୁତ୍ତଙ୍କ ମରଣାନ୍ତକ ଆକ୍ରମଣ :ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜ ଲହୁ ଲୁହାଣ

ନେଇ ଗଲେ ସୁନା ଚେନ, ମୋବାଇଲ ଭୁବନେଶ୍ୱର //TATKAL ODISHA// ‘ସମୟ’ ଖବର କାଗଜର ବରିଷ୍ଠ ସହ ସମ୍ପାଦକ ସତ୍ୟ ସୁନ୍ଦର ଭଞ୍ଜଙ୍କ ଉପରେ ଦୁର୍ବୁତ୍ତ ଆକ୍ରମଣ କରିଛନ୍ତି I ସେ ଗୁରୁତ୍ତର ଭାବେ ଆହତ ହୋଇଛନ୍ତି I ସମ୍ପୂର୍ଣ୍ଣ ଶରୀର ତାଙ୍କର ରକ୍ତରେ ଜୁଡୁବୁଡୁ ହୋଇଯାଇଛି I ଶୁକ୍ରବାର ସକାଳେ ଶ୍ରୀ ଭଞ୍ଜ ମର୍ନିଙ୍ଗ ୱାକରେ ଯାଉଥିଲା ସମୟରେ ଡେଲଟା ଛକରେ ଦୁର୍ବୁତ୍ତ ଆକ୍ରମଣ କରିଥିଲେ I ବାଇକ୍‌ରେ ୨ ଜଣ ଯୁବକ ହଟାତ ଆସି … Continue reading ଦୁର୍ବୁତ୍ତଙ୍କ ମରଣାନ୍ତକ ଆକ୍ରମଣ :ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜ ଲହୁ ଲୁହାଣ