ଦାନା ବାନ୍ଧୁଛି ଆଉ ଏକ ‘ବାତ୍ୟା’

ଅକ୍ଟୋବର ଦ୍ଵିତୀୟ ସପ୍ତାହ ସୁଦ୍ଧା ଘନୀଭୂତ ହୋଇପାରେ  : ଆଇଏମଡି  ଭୁବନେଶ୍ୱର//TATKAL ODISHA// ଅକ୍ଟୋବର ୨୦ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ଛାଡୁଥିବାବେଳେ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ଦାନା ବାନ୍ଧୁଛି I ତାହା ଅକ୍ଟୋବର ମଧ୍ୟ ଭାଗରେ ଅର୍ଥାତ 6ରୁ 12 ତାରିଖ ଭିତରେ ଅଧିକ ଘନୀଭୂତ ହେବ ବୋଲି  ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି I      ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡା. ଉମା ଶଙ୍କର ଦାସ କହିଛନ୍ତି, ସେପ୍ଟେମ୍ବର … Continue reading ଦାନା ବାନ୍ଧୁଛି ଆଉ ଏକ ‘ବାତ୍ୟା’