ଦାନା ବାନ୍ଧିଲା ‘ବାତ୍ୟା’:14 ସୁଦ୍ଧା ଘାଣ୍ଟିବ?

Tatkalodishaରେ ରିପୋର୍ଟ ପ୍ରଥମେ ପ୍ରକାଶ ପାଇଥିଲା ନୂଆଦିଲ୍ଲୀ,ଭୁବନେଶ୍ୱର //TATKALODISHA// ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇଛି I ତାହା ଲଘୁଚାପରେ ପରିଣତ ହୋଇ ପରେ ବାତ୍ୟାରେ ରୂପାନ୍ତରିତ ହେବ I ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରିପୋର୍ଟ ଅନୁସାରେ ଉତ୍ତର ଆଣ୍ଡାମାନ ଦ୍ବୀପ ପୁଞ୍ଜର ଗଭୀର ସମୁଦ୍ରରେ ଲଘୁଚାପ ସୃଷ୍ଟି ହୋଇଛି I ଅକ୍ଟୋବର ଦ୍ଵିତୀୟ ସପ୍ତାହ ଅର୍ଥାତ 10 ସୁଦ୍ଧା ତାହା ଅଧିକ ଶକ୍ତିଶାଳୀ ହୋଇ ବାତ୍ୟାରେ ରୂପ ନେବ I ଅକ୍ଟୋବର … Continue reading ଦାନା ବାନ୍ଧିଲା ‘ବାତ୍ୟା’:14 ସୁଦ୍ଧା ଘାଣ୍ଟିବ?