ଟେନସନରେ ଜଙ୍ଗଲ ମନ୍ତ୍ରୀ ଆରୁଖ?

ପୂର୍ବତନ ପିଏସଙ୍କୁ କ୍ରାଇମ ବ୍ରାଞ୍ଚ ଜେରା କରିପାରେ ଭୁବନେଶ୍ୱର,//TATKAL ODISHA// ଦୀର୍ଘ 21 ଦିନ ପରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ପିଏସ ଵା ବ୍ୟକ୍ତିଗତ ସଚିବ ମିଳିଲା, ତଥାପି ସେ ଟେନସନରେ? କାହିଁକି??      ବରିଷ୍ଠ ଓଏଏସ୍ ଦୀନକୃଷ୍ଣ କର ପିଏସ୍ ପଦବୀରେ ସୋମବାର ନିଯୁକ୍ତି ହୋଇଛନ୍ତି I ତଥାପି ମନ୍ତ୍ରୀଙ୍କ ମନ ଆଉଟୁ ପାଉଟୁ ! ଏହାକୁ ନେଇ ସବୁଠି ଢେର ଗୁଞ୍ଜରଣ  I କାରଣ ତାଙ୍କ ପ୍ରଥମ ପିଏସ ଦୀପ୍ତି ରଞ୍ଜନ ବେହେରା … Continue reading ଟେନସନରେ ଜଙ୍ଗଲ ମନ୍ତ୍ରୀ ଆରୁଖ?