ଛୁଟିରେ ଗଲେ ପ୍ରଦୀପ୍ତ ମହାପାତ୍ର

EXCLUSIVE//TATKAL ODISHA// ଭୁବନେଶ୍ୱର//ବ୍ୟୁରୋ// ବରିଷ୍ଠ ଆଇଏଏସ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଛୁଟିରେ ଯାଇଛନ୍ତି I କୋଭିଡ ସଂକ୍ରମଣ ଓ ବର୍ଷା ବିତ୍ପାତ ବେଳେ ହଟାତ କାହିଁକି ସେ ଛୁଟିରେ ରହିଲେ? ଏଭଳି ପ୍ରଶ୍ନ ତାଙ୍କୁ ପଚାରିବାରୁ ଶ୍ରୀ ମହାପାତ୍ର ‘ତତ୍କାଳ ଓଡ଼ିଶା’କୁ କହିଥିଲେ, ଦୀର୍ଘ ଦିନରୁ ମୁଁ ‘ଟ୍ରେସ’ରେ ଥିଲି I ଏବେ ଦେହ ଭଲ ନାହିଁ I ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ବାହାରିଛି I ଅନେକ ଦିନରୁ … Continue reading ଛୁଟିରେ ଗଲେ ପ୍ରଦୀପ୍ତ ମହାପାତ୍ର