ଚେତା ଫେରିଛି, ଚିହ୍ନୁଛନ୍ତି ବଦ୍ରିବାବୁ

ହାଇଦ୍ରାବାଦ //TATKAL ODISHA// ଛାତିରେ ଯନ୍ତ୍ରଣା କାରଣରୁ ଗୁରୁତ୍ତର ହୋଇ ହାଇଦ୍ରାବାଦକୁ “ଏୟାର ଲିଫ୍ଟ” ହୋଇଥିବା ପୂର୍ବତନ ମନ୍ତ୍ରୀ ତଥା ଏବର ଘସିପୁରା ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କର ଚେତା ଫେରିଛି I ସେ କଥା କହି ପାରୁ ନ ଥିଲେ ହେଁ ହାତ ହଲାଇ ଚିହ୍ନି ପାରୁଛନ୍ତି I ଏବେବି ବଦ୍ରିବାବୁ ଭେଣ୍ଟିଲେଟରରେ ଅଛନ୍ତି I ଏଆଇଜି ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି ଯେ, ଶ୍ରୀ ପାତ୍ର ବର୍ତମାନ ସୁଦ୍ଧା ବିପଦମୁକ୍ତ ଆଡକୁ ଯାଉଛନ୍ତି I … Continue reading ଚେତା ଫେରିଛି, ଚିହ୍ନୁଛନ୍ତି ବଦ୍ରିବାବୁ